ଭଞ୍ଜନଗର-ପୂଜାବିଧିରେ ସୀମିତ ରହିବ ଘୁମୁସର ର ପ୍ରସିଦ୍ଧ ମା ଦଣ୍ଡକାଳୀ ଙ୍କ ଦଣ୍ଡ ଯାତ୍ରା

0
545

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଘୋଷଣା ପରେ ପୋଲିସ ଓ ପ୍ରଶାସନ ତରଫରୁ ବିଭିନ୍ନ ନିୟମ କୁ କଡାକଡି କରାଯାଇଛି । ଏହି ପରିପ୍ରେକ୍ଷୀରେ ଘୁମୁସରର ପ୍ରସିଦ୍ଧ ମା ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଚଳିତ ବର୍ଷ ବନ୍ଦ କରାଯାଇ କେବଳ ପୂଜାବିଧିରେ ସୀମିତ ରଖାଯାଇଛି। ଏହି ନିୟମକୁ ଗାଲେରୀ ମା’ ଦଣ୍ଡକାଳୀ କମିଟି ସମର୍ଥନ ଜଣାଇଛି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ୪୦୦ ବର୍ଷର ଗାଲେରୀ ଦଣ୍ଡନାଚର ଇତିହାସ ରେ ଦଣ୍ଡନାଚ ବନ୍ଦ ହେବାର ଏହା ପ୍ରଥମ ଘଟଣା ହେବ

LEAVE A REPLY

Please enter your comment!
Please enter your name here