ଗୁରୁକୂଳ ଇଣ୍ଟର ନ୍ୟାସନାଲ ସ୍କୁଲ ତରଫରୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ

0
135

ବ୍ରହ୍ମପୁର : ଶ୍ରମିକ ଦିବସ ସହ ଖରା ଦିନକୁ ଦୃଷ୍ଟିରେ ରଖି ଗୁରୁକୂଳ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲ୍ ତରଫରୁ ଗୁଡ ସେଡ୍ ରୋଡ ନିକଟ ରେଳ ଷ୍ଟେସନ ଅଞ୍ଚଳରେ ବସ୍ତ୍ର ସହ ଖାଦ୍ୟ ବଣ୍ଟନ କରାଯାଇଥିଲା । ଚେୟାରମେନ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଅନିତା କୁମାରୀ ପାଢି, ପ୍ରିନ୍ସିପାଲ ମଧୁସ୍ମିତା ପରିଡ଼ା, ସ୍କାଉଟ ମାଷ୍ଟର ରାଜେଶ୍ ପାତ୍ର, ଗାଇଡ ଶିକ୍ଷୟତ୍ରୀ ମଧୁସ୍ମିତା ହୋତା ,ଏନସିସି ଏଏନଓ ଦୀପକ ପଣ୍ଡା, ଜ୍ୟୋତ୍ସ୍ନା ଭୁଜବଳ, ପଦ୍ମିନୀ ପଟ୍ଟନାୟକ ଙ୍କ ସମେତ ସ୍କୁଲ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଗାଇଡ ସ୍କାଉଟ୍ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବଣ୍ଟନ କରିଥିଲେ । ଛାତ୍ର ଲିଡର ପ୍ରିତମ ମହାପାତ୍ର ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here