ପଞ୍ଚମ ଶ୍ରେଣି ବୃତ୍ତି ପରୀକ୍ଷା ରେ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କଲେ ଅରୋପ୍ରିୟା

0
122

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ରୀ ଅରୋପ୍ରିୟା ଜେନା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ବେଗୁନିଆପଡା ବ୍ଲକ ରେ ଶତକଡା ୯୧ % ରଖି ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ତ୍ଵ ହାସଲ କରିଛନ୍ତି । ଅରୋପ୍ରିୟା ହେଉଅଛି ମୁଣ୍ଡୁଳା ଗ୍ରାମ ର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଜେନା ଏବଂ ବନିତା ଜେନା ଙ୍କ କନ୍ୟା ଅଟନ୍ତି । ଅରୋପ୍ରିୟା ଙ୍କ ଏହି କୃତିତ୍ଵ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।ଏ ନେଇ ତାଙ୍କର ପିତା ମାତା, ପରିବାର ବର୍ଗ ଓ ବନ୍ଧୁ ପରିଜନ ମାନେ ଖୁସି ବ୍ୟକ୍ତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here