ବ୍ରହ୍ମପୁର DFOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0
760

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) 19/07/19 : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ବ୍ରହ୍ମପୁର DFO ଆଶିଷ କୁମାର ବେହେରାଙ୍କ ଘରେ ରେଡ କରାଯାଉଛି । ଆଶିଷଙ୍କ ବ୍ରହ୍ମପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ଖଲ୍ଲିକୋଟ, ଭଞ୍ଜନଗର, ଦିଗପହଣ୍ଡି ଓ ଭୁବନେଶ୍ୱର ଆଦି ମୋଟ ୯ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଭିଜିଲାନ୍ସ କଟକ ସେଲ୍ ପକ୍ଷରୁ ଚାଲିଛି ଚଢାଉ । ଚଢାଉ ଜାରି ରହିଥିବାରୁ ସଠିକ୍ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇପାରିନାହିଁ ।

LEAVE A REPLY

Please enter your comment!
Please enter your name here