ଟୋକାଗଣ୍ଡା ରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ;୫ଗିରଫ

0
1360

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) କୋଭିଡ଼ କଟକଣା ସମୟରେ ଭଞ୍ଜନଗର ବ୍ଲକ ଟୋକାଗଣ୍ଡା ଆମ୍ବତୋଟା ରେ ଏକ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ମଙ୍ଗଳବାର ଭଞ୍ଜନଗର ପୋଲିସ ସେଠାରେ ଅତର୍କିତ ଚଢ଼ାଉ କରିଥିଲା।ଘଟଣା ସ୍ଥଳରୁ ୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୧୨,୯୦୦ଟଙ୍କା ଓ ୪ଟି ମୋଟର ସାଇକେଲ ଜବତ କରିଛି।ଏ ନେଇ କେଶ ନଂ ୧୯୦/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here