ବେଆଇନ ବିଦେଶୀ ମଦ ଜବତ ଓ ଦୁଇ ଗିରଫ

0
812

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡିରେ ଅବକାରୀ ବିଭାଗ ଚଢ଼ାଉ କରି ୧.୮୦ ମିଲି ଲିଟରର ବିଦେଶୀ ମଦ ୩୯ ବୋତଲ,୨୦ ବୋତଲ ଟିନ ବିଅର ଓ ଇମ୍ପେରିଆଲ ବ୍ଲୁ ୨୩ ବୋତଲ ମଦ ଜବତ କରିବା ସହ ଦୁଇ ଜଣ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି | ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ ସେଠୀଙ୍କ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ ଦିଗପହଣ୍ଡି ଅଞ୍ଚଳର ଚିକିଟିଆ ସାହିର ସିମାଞ୍ଚଳ ଗୌଡ଼(୪୨) ବାପା ସ୍ୱର୍ଗତ ଅନ୍ତରୁ ଗୌଡ଼ ଓ ଗୋକର୍ଣ୍ଣପୁର ଗ୍ରାମର ସୁନ୍ଦର ରେଡ୍ଡୀ(୩୨) ବାପା ଗୋବିନ୍ଦ ରେଡ୍ଡୀ |

LEAVE A REPLY

Please enter your comment!
Please enter your name here