୪ ନୁଆଁ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଞ୍ଜାମ ର ବରିଷ୍ଠ ସମବାୟବିତ

0
245

୪ ନୁଆଁ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଞ୍ଜାମ ର ବରିଷ୍ଠ ସମବାୟବିତ l ରାଜ୍ୟର ନବୀନ ପଟନାୟକ ସରକାରଙ୍କ 5ମ ପାଳି ଶାସନର ଦ୍ୱତୀୟ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହୋଇଛି l ରାଜ୍ୟ ମନ୍ତ୍ରୀମଣ୍ଡଳର 4 ନୁଆଁ ମନ୍ତ୍ରୀ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଅଶୋକ ଚନ୍ଦ୍ର ପଣ୍ଡା, ଅତୁନ ସଭ୍ୟସାଚୀ ନାୟକ, ଓ ଶ୍ରୀକାନ୍ତ ସାହୁ ଙ୍କ ଭୁବନେଶ୍ୱର ତାଙ୍କ ବାସ ଭାବନରେ ଗଞ୍ଜାମ ର ବରିଷ୍ଠ ସମବାୟବିତ ସନାତନ ସଂଗ୍ରାମ ସିଂହ, କୈଳାଶ ରଣା, ଅଜୁ ମହାରଣା, ସୂର୍ଯ୍ୟ କାନ୍ତ ପରିଡା ସାକ୍ଷାତ କରି ପୁଲତୋଡ଼ା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞାତ ଜ୍ଞାପନା କରିଛନ୍ତି l

LEAVE A REPLY

Please enter your comment!
Please enter your name here