ବ୍ୟଙ୍ଗ ଅଭିନେତା ମିହିର ତ୍ରିପାଠୀଙ୍କ ମାତୃ ବିୟୋଗ

0
334

ବ୍ରହ୍ମପୁର : ସୋମବାର ରାତ୍ର ୧୨ ଘଣ୍ଟା ୦୫ ମିନଣ୍ଟ ସମୟରେ, ବିଶିଷ୍ଟ ବ୍ୟଙ୍ଗ ଅଭିନେତା ତଥା ସଙ୍ଗଠକ ମିହିର ତ୍ରିପାଠୀ ଙ୍କ ମା ଶ୍ରୀମତୀ ସରୋଜିନୀ ତ୍ରିପାଠୀ ଙ୍କ ୭୫ ବର୍ଷ ବୟସରେ ପରଲୋକ ହେଲା।ସେ ଜଣେ ଧର୍ମ ପରୟାଣା, ବନ୍ଧୁ ବତ୍ସଳା, ମେଳପୀ ଥିଲେ।ତାଙ୍କ ବିୟୋଗ ରେ ବ୍ରହ୍ମପୁର ଅଶୋକ ନଗର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।ତାଙ୍କରି ଅମର ଆତ୍ମା ର ସଦ୍ଗତି କାମନା ହେଉ ଏତିକି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ନିକଟରେ ପାର୍ଥନା।

LEAVE A REPLY

Please enter your comment!
Please enter your name here