( ନ୍ୟୁଜ୍ଏକ୍ସଟ୍ର।)ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ତ।ଙ୍କର ସୁପର ଫ୍ୟାନ୍ ଚାରୁଲତା ପଟେଲଙ୍କୁ ଟିକେଟ୍ ଦେଇଛନ୍ତି। ବିରାଟଙ୍କ ଠାରୁ ଟିକେଟ୍ ପାଇ ଚାରୁଲତା ମଧ୍ୟ ଆଜି ଲିଡ୍ସ ଷ୍ଟାଡିୟମରେ ବସି ମ୍ୟାଚ୍କୁ ଉପଭୋଗ କରିଛନ୍ତି।
ଚାରୁଲତା ମ୍ୟାଚ୍ ଦେଖିବା ବେଳର ଫଟୋକୁ ବିସିସିଆଇ ଟ୍ୱିଟ କରିଛନ୍ତି। ଏଥିସହ ଟିମ୍ ଇଣ୍ଡିଆର ସୁପର ଫ୍ୟାନ୍ ଚାରୁଲତାଙ୍କ ପାଇଁ ବିରାଟ୍ ଲେଖିଥିବା ଏକ ଚିଠିକୁ ମଧ୍ୟ ବସିସିଆଇ ପୋଷ୍ଟ କରିଛି।