କେନ୍ଦ୍ରାପଡ଼ାରେ ଘଟିଛି ଗୁଳିମାଡ଼

0
591

କେନ୍ଦ୍ରାପଡ଼ା (ନ୍ୟୁସ୍ କ୍ସଟ୍ର।):କେନ୍ଦ୍ରାପଡ଼ାର ଗୁଲନଗର ଦଣ୍ଡାମୁଣ୍ଡ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କୁ ଆଜି ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ରେ ଯୁବକ ଗୁରୁତର ଅଛନ୍ତି। ତଙ୍କ ପେଟପ।ଖରେ ଗୁଳି ବ।ଜିଥିବ। ଜଣ।ପଡିଛି ।

LEAVE A REPLY

Please enter your comment!
Please enter your name here