ଜାତୀୟ ଯୁବ ଦିବସରେ ଶିଳ୍ପୀ ସତ୍ୟ ମହାରଣାଙ୍କ ବାର୍ତ୍ତା

0
266

ବ୍ରହ୍ମପୁର()। ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସେଣ୍ଡ ଆନିମେସନ ମାଧ୍ୟମରେ ଜାତୀୟ ଯୁବ ଦିବସ ଉପଲକ୍ଷେ ନିଜ କଳାକୃତି ଦ୍ୱାରା ବାର୍ତ୍ତା ଦେଇଛନ୍ତି। ଯୁବକ ମାନେ ହେଉଛନ୍ତି ରାଷ୍ଟ୍ରର ଶକ୍ତି। ସେମାନେ ସବୁ ମିଳିମିଶି ରାଷ୍ଟ୍ରର ଉନ୍ନତି ସକାଶେ କାମ କରିବା ଉଚିତ ।ସମସ୍ତେ ମାସ୍କ ପିନ୍ଧିବା,ପରସ୍ପର ଠାରୁ ଦୂରତା ରଖିବା। ଯୁବ ଦିବସରେ ଆସନ୍ତୁ ସବୁ ମିଶି ସମାଜ ମଙ୍ଗଳ କାର୍ଯ୍ୟ କରିବା। ନାରୀ ମାନଙ୍କୁ ସମ୍ମାନ ଦେବା। ଅନ୍ୟାୟ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରିବା ଇତ୍ୟାଦି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହେବା । କରୋନା ବିରୋଧରେ ଲଢିବା,ଗରିବ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା। ଏବଂ ସର୍ବୋପରି ବିବେକାନନ୍ଦ ମାର୍ଗକୁ ଆପଣେଇବା ପାଇଁ ଚେଷ୍ଟାକରିବା ।

LEAVE A REPLY

Please enter your comment!
Please enter your name here