ସବୁଜ ବାହିନୀ ଓ ମାରୱାଡି ମହିଳା ସମିତି ସଂସ୍ଥା ପକ୍ଷରୁ ଗୋଷ୍ଠାଷ୍ଟମୀପର୍ବ ପାଳିତ

0
274

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗୋଷ୍ଠାଷ୍ଟମୀ ପର୍ବ ଉପଲଖେ l ବ୍ରହ୍ମପୁର ସବୁଜ ବାହିନୀ ଏବଂ ମାରୱାଡି ମହିଳା ସମିତି ସଂସ୍ଥା ପକ୍ଷରୁ ମିଳିତ ଭାବେ “ଗୋ ସୁରକ୍ଷା ରାଷ୍ଟ୍ର ର ରକ୍ଷା” ନିମନ୍ତେ ପାଇଁ ଗୋ ପୂଜନ ଓ ଗୋ ଖାଦ୍ୟ ବଣ୍ଟନ କରା ଯାଇଛି l ପ୍ରଥମେ ସ୍ତାନୀୟ ପଶୁ ଚିକିତ୍ସାଳୟ ଠାରେ ଗୋ ଖାଦ୍ୟ ବଣ୍ଟନ ଓ ପୂଜା ଅର୍ଚନା କରାଯା ଇଥିଲା ପରେ ଶ୍ରୀ ପଞ୍ଚୁ ଦେବାଳୟ ମଠ ଏବଂ ଆଗାସାହି ଗୋଶାଳା l ଆନୁକୁଲ୍ୟରେ ନିଆରା ଢଙ୍ଗରେ ପାଳନ କରାଯାଇଛି l ଶେଷରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନୀଳକଣ୍ଠେଶ୍ଵର ସ୍ଵର୍ଗ ଧାମ୍ ରେ ଅନୁଷ୍ଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ଓ ଉପ ସଭାପତି ଏ ପ୍ରକାଶ ଏବଂ ମାରୱାଡି ମହିଳା ସମିତି ର ସଭାପତି ରୁବୀ ଖେମାନି ଓ ସମ୍ପାଦକ ସୀମା ଚୌଧୁରୀ ସଂଗଠନ ର ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ମଠ ର ମହନ୍ତ ନୃତ୍ୟ ଗୋପାଳ ଦାସ, ପି ବିନୋଦ ପ୍ରବିଣ ନାୟକ ଗଣେଶ ପାଣିଗ୍ରାହୀ, ପ୍ରଣୟ କୁମାର ସାହୁ, ପ୍ରସନ୍ନ ସ୍ୱାଇଁ, କେ କବିତା, ସତ୍ୟନାରାୟଣ ଦାସ, ସୁନୀଲ ପାତ୍ର, ବନ ମାଳି ପ୍ରଧାନ ଆଶ୍ରିତ ସରିଫ, ଶକୁନ ଖେମାନି, ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here