ଟ୍ରକ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଡ୍ରାଇଭର ଗୁରୁତର

0
279

ହିଂଜିଲିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ସହର ଉପଖଣ୍ଡ ଶ୍ୟାମଳାୟୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ଗତ ବିଳମ୍ବିତ ରାତି ପ୍ରାୟ 12.30ରେ ସମୟ ରେ ବ୍ରହ୍ମପୁର ପଟ ରୁ ଆସୁଥିବା ଟ୍ରକ ନଂ OR k 9495 ଓ ଆସ୍କା ପଟ ରୁ ଆସୁଥିବା ଟ୍ରକ ନଂ OD 02 BH 6554 ଉଭୟ ମୁହଁ ମୁହିଁ ଧକ୍କା ହୋଇଥିଲା ଏଥିରେ ଜଣେ ଟ୍ରକ ଡ୍ରାଇଭ ଟ୍ରକ ସିଟ ରେ ଚାପି ହୋଇଥିଲେ l ଖବର ପାଇଁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଓ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଙ୍କ ସାହାଯ୍ୟ ରେ କ୍ରେନ ସାହାଯ୍ୟ ରେ ଉଦ୍ଧାର କରି ପ୍ରଥମେ ହିଞ୍ଜିଳି କାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତ କରାଯାଇଥିଲା ଡ୍ରାଇଭର ଙ୍କ ଅବସ୍ଥା ଗୁରୁତର ଥିବା ର ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି l

LEAVE A REPLY

Please enter your comment!
Please enter your name here