ବିଟେକ ରେ ରମାକାନ୍ତଙ୍କ ସଫଳତା

0
292

ବୁଗୁଡା(ଅନିଲ କୁମାର ମହାରଣା)ବୁଗୁଡା ସହରର ଛାତ୍ର ରମାକାନ୍ତ ପଟ୍ଟନାୟକ ବିଟେକ ପରୀକ୍ଷାର ଅଷ୍ଟମ ସେମିଷ୍ଟାର ପରୀକ୍ଷା ଫଳରେ ୯୬%ମାର୍କ ରଖି ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ବିଶ୍ଵନାଥ ପଟ୍ଟନାୟକ ଓ ପଦ୍ମାବତୀ ଦେବୀଙ୍କ ପୁତ୍ର ରମାକାନ୍ତ ଭୁବନେଶ୍ୱର କ୍ୟାପିଟାଲ ଇଂଜିନିୟରିଂ କଲେଜରେ ଇଲେଟ୍ରିକାଲ ବ୍ରାଞ୍ଚରେ ଅଧ୍ୟୟନ କରି ଏହି ସଫଳତା ପାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here