ଅବକାରୀ ବିଭାଗର ଚଢ଼ାଉ;୧୩ କିଲୋ ଗଂଜେଇ ସହ ଜଣେ ଗିରଫ

0
678

ଆସ୍କା ୬/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଡି.ଇ.ଏସ ଛତ୍ରପୁରର ଉପଥାନା ଅଧିକାରୀ ଓ ତାଙ୍କ ସହଯୋଗୀମାନେ ୧୩କେ.ଜି ଗଂଜେଇ ଜବତ କରାଯାଇଛି | ଏହି ଗଂଜେଇ ଆସ୍କା ଥାନା ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମରୁ ଜବତ କରାଯାଇ,ଏନ.ଡି.ପି.ଏସ କେଶ ଅନୁସାରେ ଅଭିଯୁକ୍ତକୁ ଗିରଫ କରାଯାଇଛି

LEAVE A REPLY

Please enter your comment!
Please enter your name here