ମୋଟରସାଇକେଲ ଡିକିରୁ ସୁନାଗହଣା ଲୁଟ;ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ

0
727

ବ୍ରହ୍ମପୁର ୬/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଲୋକନାଥ ନାୟକ ନାମକ ଡେଙ୍ଗାପଦର ଗ୍ରାମର ଜଣେ ବ୍ୟକ୍ତି ଗିରୀମାର୍କେଟ ଅଞ୍ଚଳରେ ଥିବା ମୟୂରୀ ଟାୱାର ନିକଟରେ ନିଜ ମୋଟରସାଇକେଲ ପାର୍କ କରି କିଛି କିଣିବାକୁ ଯାଇଥିଲେ | ସେ କିଛି ସମୟ ପରେ ଫେରି ଦେଖିଲେ ତା’ଙ୍କ ଗାଡି ଡ଼ିକିରେ ଥିବା ୧୦ଗ୍ରାମ ଓଜନର ସୁନା ଚୋରି ହୋଇଯାଇଛି | ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଓ କେଶ (ନଂ ୧୫୩/୫.୮.୧୯) ରୁଜୁ ହୋଇଛି ବୋଲି ଟାଉନ ଥାନା ଆଇ,ଆଇ.ସି ଶ୍ରୀମତୀ ସନ୍ତଋଣୀ ଓରାମ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here