୩୦ବର୍ଷ ବିକଳାଙ୍ଗ ପୁଅର ଆଶା ବାଡ଼ି ୭୫ବର୍ଷ ମା

0
280

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ଦୁନିଆରେ ଏପରି ସମ୍ପର୍କରେ ଜଡିତ ଯେପରି କି ପାଣି ବିନା ମାଛ ବଞ୍ଚିବା ଅସମ୍ଭବ ମା ବିନା ପିଲା ବଞ୍ଚିବା କଷ୍ଟ ମା ବାପ ଆଶା ରଖନ୍ତି ବଡ଼ ହେଲେ ତାଙ୍କ ପୁଅ ତାଙ୍କୁ ସେବା କରିବ ମୁଠାଏ ଖାଇବା କୁ ଦେବ ହେଲେ ଏହା କିଛି ସପ୍ନ ଓଲଟା ହୋଇଛି ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗାଁ ର ଗିରିବାରି ନାୟକ(୭୫)ଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ସମ୍ପର୍କ ତାଙ୍କରି ୩୦ବର୍ଷ ବୟସର ପୁଅର ସବୁ ଯତ୍ନ ନେଉଛନ୍ତି ମା ।ରହିବା ପାଇଁ ଘରେ ଖଣ୍ଡେ ନାହିଁ ମାଟି କୁଡ଼ିଆରେ ମା ପୁଅଙ୍କ ଦିନ କଟୁଚି ସରକାରଙ୍କ ତରଭରୁ ମିଳୁଛି ଚାଉଳ ଓ ମା କୁ ଭତା ପୁଅକୁ ବିକଳାଙ୍ଗ ଭତା ବାଵତକୁ ମିଳୁଚି ୫୦୦ ଟଙ୍କା ତାହା ଭି ପୁଅର ଆଧାରକାର୍ଡ ନଥିବାରୁ ଦୁଇ ମାସ ବନ୍ଦ ହଇଯାଇଥିଲା ଭତା । ବହୁ ଗୁଆରୀ କରିଲେ ଗ୍ରାମବାସୀ ତେବେ ବିଡିଓ ବଂଶୀଧର ଖୁସଲା ଭତା ଦେବା କୁ ଅନୁମତି କରାଇଥିଲେ ପୁଅ ୪ ଶ୍ରେଣୀରେ ପଡିବା ସମୟରେ କୋଣସି ଦୈବୀ ଦୃଘଟଣା ପାଇଁ ଏଭଳି ବିକଳାଙ୍ଗ ହୋଇଗଲା ବାପ ମା ମିଶି ବହୁ ଜାଗାରେ ଟଙ୍କା ପଇସା ସରାଇଲେ କିନ୍ତୁ ଭଲ ହେଲାନି ଶେଷରେ ବାପା ଚାଲି ଗଲେ ଦୁଇ ଭଉଣୀ ବାହା ଘର ସରିଗଲା ଶେଷରେ ମା ର ମୁଣ୍ଡରେ ବୁଝ ଲଦି ହୋଇଛି ଯାହା କି ନିଜ ଦେହ ଦେଖିବା ବୟସ ରେ ପୁଅର ଯତ୍ନ ନେଉଛି ପୁଅ କୁ ସୀଙ୍କୁଳି ପକାଇ ଘରେ ବାନ୍ଧି ତାର ସବୁ ଯତ୍ନ ନେଉଛି ଗାଧେଇବା,ଖୁଆଇବା, ଏପରି କି ଝାଡା ଫେରିଲେ ମଧ୍ୟ ମା ସଫା କରୁଛି । ମାଟି କୁଡ଼ିଆରେ ଜୀବନ କାଟୁଛନ୍ତି ମା ଓ ପୁଅ ରହିବାକୁ ଘର କି ଶୌଚାଳୟ ଖଣ୍ଡେ ନାହିଁ ସରକାର ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ନିରଞ୍ଜନ ନାୟକଙ୍କ ପରିବାର କୁ ଘର ଓ ଶୌଚାଳୟ ଖଣ୍ଡେ ଯୋଗାଇଦେବା ପାଇଁ।

LEAVE A REPLY

Please enter your comment!
Please enter your name here