ବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମ

0
306

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ପରାର୍ମଶ କ୍ରମେ ମୋ ପରିବାରର ସଂଯୋଜକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣାମାନଙ୍କ ତତ୍ତ୍ଵାବଧାନରେ ଆଜି ସନ୍ଧ୍ୟାରେ ବିଜିପୁର କାଳୁଆ ମନ୍ଦିର ନିକଟରେ ମୋ ପରିବାର ପକ୍ଷରୁ ବେଲ୍ଲ, ଅଂଳା, ଡାଳିମ୍ବ, ଜାମ, ତୁଳସୀ ବିଭିନ୍ନ କିସମର ଚାରା ବିଜିପୁର ଅଞ୍ଚଳ ବାସୀଙ୍କୁ ପ୍ରାୟ ୬୦୦ ଚାରା ବଣ୍ଟନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ଓଡ଼ିଶା ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘମିତ୍ରା ଦଳେଇ, ଜଗନ୍ନାଥ ସାବତ,ମମତା ବିଶୋଇ, ଇ ଜୟ ଲକ୍ଷ୍ମୀ ଦୋରା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ,ପ୍ରଗ୍ୟା ପଣ୍ଡା, ପ୍ରତାପ ମହାରଣା, ସବିତା ବେହେରା, କବିତା ବେହେରା,ମିଲି ଜେନା,ପ୍ରଭାକର ମହାନ୍ତି, ଏଙ୍କାଟି ରେଡିଙ୍କ ସମେତ ସାହିବାସିନ୍ଦା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here