୩୩୧କେଜି ଗଞ୍ଜେଇ ସହ ଦୁଇ ଗିରଫ

0
353

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ଅଡବା ପୋଲିସ ଓ ଭୁବନେଶ୍ୱର ସିଆଇଡିସିସେ ଆଲସ୍କୁଡା ମିଳତ ଚଡ଼ାଉ ଆଜି କରା ଯାଇଥିଲା ଗୁଡ଼ିରିପଦର ଓ ବାମଦେଇପଦା ଅଞ୍ଚଳରେ ଏହି ସମୟରେ ଗାଡ଼ି କୁ ଅପେକ୍ଷା କରିଥିବା ଦୁଇ ଜଣଙ୍କୁ ସନ୍ଦେହ କରି ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ୧୪ଟି ଅଖା ରେ ଗଞ୍ଜେଇ ମେଳିଥିଲା ଏହାକୁ ତସିଲିଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀଙ୍କ ଉପସ୍ଥିତରେ ଓଜନ କରିବାରୁ ଏହା ୩୩୧କେଜି ହୋଇଥିଲା। ଦୁଇ ଅଭିଯୁକ୍ତ ହେଲେ ଈଶ୍ୱବନ୍ଧୁ ନାୟକ ୪୮କୂଳମଣି ନାୟକ ୨୮କୁ ଗିରଫ କରିଚି ପୋଲିସ ଏହି ଚଡ଼ାଉରେ ଅଡବାଥାନା ଅଧିକାରୀ ତପନକୁମାରପତି ଓ ଭୁବନେଶ୍ବର ର ସିଆଇଡିଅଧିକାରିଣୀ ସୁନିତା ପ୍ରଧାନ ଓ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here