ଚକ୍‌ରେ ବିଶ୍ୱର ସବୁଠାରୁ ଛୋଟ ହାତୀ କଳାକୃତି

0
306

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବିଶ୍ୱ ହାତୀ ଦିବସ ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଚକ୍ ଖଡ଼ିରେ ବିଶ୍ୱର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ୫ଟି ଛୋଟ ହାତୀ ନିର୍ମାଣ କରିଛନ୍ତି । ଯାହାର ଉଚ୍ଚତା ୩ ଏମ୍‌ଏମ୍‌, ୨ଟି ୪ ଏମ୍‌ଏମ୍‌, ୬ଏମ୍‌ଏମ୍ ଏବଂ ୨ ଏମ୍‌ଏମ୍ ରହିଛି । ଯାହାକୁ ନେଇ ସେ ରେକର୍ଡ଼ କରିବା ପାଇଁ ଆଶା ରଖିଛନ୍ତି । ଏଥିସହ ସେ ହାତୀ ସୁରକ୍ଷା ପାଇଁ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here