ପୋଖରୀ ଭିତରୁ ମାଛ ଧରାଜାଲରେ ପଡିଲା 10 ଫୁଟ ର ଭାରତୀୟ ଅଜଗର ସାପ ।

0
786

ବ୍ରହ୍ମପୁର ୧/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଲରାପଦର ଗ୍ରାମରେ ସକାଳୁ ସକାଳୁ ଗାଁ ପୋଖରୀ ରୂ ମାଛ ଧରିବା ପାଇଁ ଜାଲ ପକାଯାଇଥିଲା ଫଳରେ ବିରାଟ ଭାରତୀୟ ଅଜଗର ସାପ ଜାଲରେ ଲାଗିଥିଲା । ଗ୍ରାମ ବାସୀ ଏବଂ ମାଛ ଧରାଳି ଭୟ ଭିତ ହୋଇଥିବା ବେଳେ ପିପୁଲ ଫର ଏନିମାଲ ର ସ୍ବେଛାସେବୀ ସୁଭମ କୁମାର ସାହୁ ଙ୍କୁ ଯୋଗାଯୋଗ କରିଥିଲେ।ସ୍ୱେଛାସେବୀ ଏହି ୧୦ଫୁଟିଆ ଅଜଗର ସାପକୁ ଉଧାର କରି କୁଣ୍ଡାଖାଇ ଜଙ୍ଗଲରେ ଛାଡିଥିଲେ |

LEAVE A REPLY

Please enter your comment!
Please enter your name here