ଵିଦୂତ ଆଘାତ ରେ ଯୁବକ ର ମୃତ୍ୟୁ

0
519

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ତାରସିଂ ଥାନା ଅନ୍ତର୍ଗତ ଗରୁଡ଼ପଥର ଗ୍ରାମରେ କୁନି ନାୟକ (୧୯) ବିଦୂତ ଆଘାତ ରେ ମୃତ୍ୟୁ ବରଣ କରିଛନ୍ତି। କୁନି ସେହି ଗ୍ରାମର ଜଣଙ୍କ ବିଦୂତ କାମ କରୁଥିବା ବେଳେ କୋଣସି ଅସାଵଧାନତା କାରଣ ରୁ କୁନି ବିଦୂତ ତାର ସଂସ୍ପର୍ଶରେ ରେ ଆସି ଗୁରୁତର ଆହତ ହୋଇଥିଲେ। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ଅପରପକ୍ଷରେ ତାରସିଂ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here