ଟମ ମୁଡି ଏବଂ ମାହେଲା ଜୟାବର୍ଦ୍ଧନେ ମୁଖ୍ୟ ତାଲିମଦାତା ଦୌଡରେ , ରବି ଶାସ୍ତ୍ରୀଙ୍କୁ ଦେବେ କଡା ମୁକାବଲା

0
650

ଭାରତୀୟ କ୍ରିକେଟ ଟିମ୍ର ତାଲିମଦାତାଙ୍କ ସମୟ ସୀମା ସରିଯିବାପରେ ମୁଖ୍ୟ ତାଲିମଦାତା ପାଇଁ ଆବେଦନ କରିଥିବା ବ୍ୟକ୍ତିମାନେ ହେଲେ ରବି ଶାସ୍ତ୍ରୀ , ନ୍ୟୁଜଜଲାଣ୍ଡର ପୂର୍ବ ତାଲିମଦାତା ମାଇକ ହେସନ , ଶ୍ରୀଲଙ୍କାର ପୂର୍ବ କ୍ୟାପଟାନ ମାହେଲା ଜୟାବର୍ଦ୍ଧନେ , ପୂର୍ବ ଖିଲାଡୀ ରବୀନ ସିଂ ଏବଂ ବର୍ତମାନର ଜିମ୍ଭାୱେର ତାଲିମଦାତା ଲାଲଚାନ୍ଦ ରାଜପୁତ । ଭାରତୀୟ କ୍ରିକେଟ ଟିମ୍ ୨୦୦୭ରେ T-୨୦ ୱାର୍ଲଡ କପରେ ସର୍ବଜୟୀ ଖେଳାଳି ହୋଇଥିଲା , ସେହି ସମୟରେ ଭାରତର ମୁଖ୍ୟ ତାଲିମଦାତା ଲାଲଚାନ୍ଦ ରାଜପୁତ ରହିଥିଲେ ।

LEAVE A REPLY

Please enter your comment!
Please enter your name here