ହରି ହର ନଗର, ବ୍ରହ୍ମପୁର ଠାରେ ଘଣ୍ଟା ବାଦନ l

0
562

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅପରାହ୍ନ ୫ ଘଣ୍ଟାରେ କରୋନା ସହ ଲଢ଼ୁଥିବା ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ, ସ୍ଵେଚ୍ଛାସେବୀ ପୋଲିସ, ଗଣମାଧ୍ୟମ ପ୍ରତିନିଧି ଏବଂ ସହଯୋଗ କରୁଥିବା ସମସ୍ତ ତ୍ୟାଗୀଙ୍କ ଉତ୍ସାହ ପାଇଁ ଉତ୍ସାହିତ କରିବା ସହ ଅଭିନନ୍ଦନ ଜଣାଯାଇଥିଲା l ଏଥିରେ ଅଂଶଗ୍ରହଣ କରିଥିଲେ ଡା. ନକୁଳ ସାହୁ, ଜ୍ଞାନ ଦୀପ ସାହୁ, ଡା. ପ୍ରମିଳା ସାହୁ, ଦୁର୍ଗା ରାଓ ଏସ୍. ଭାରତୀ, ପ୍ରଭାକର ସୁବୁଦ୍ଧି, କ୍ରିଷ୍ଣା ରାଓ ଶତୃଘ୍ନ ପଣ୍ଡା, ଶଙ୍କର ପାତ୍ର ଓ ପରିବାର l ଡା. ନକୁଳ ସାହୁ

LEAVE A REPLY

Please enter your comment!
Please enter your name here