୧୨ ଜୁଆଡି ଗିରଫ

0
596

ପୁରୁଷୋତ୍ତମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୁରୁଷୋତ୍ତମପୁର ପୋଲିସ ଅଚାନକ ଏକ ଜୁଆ ଆଡ଼। ଉପରେ ଚଢ଼ାଉ କରି ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ନଗଦ ୨୦, ୯୪୦ ଟଙ୍କା ଜବତ କରାଯିବା ସହ ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here