ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ।

0
585

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ପଂଚାୟତ ସମିତି ପକ୍ଷରୁ ଆର.ଏମ.ସି ଠାରେ ଏକ ଭିନ୍ନକ୍ଷମ।ସାମର୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା।ଏହି କାଯ୍ୟକର୍ମ ରେ ଭିନ୍ନକ୍ଷମ ମାନେ ମାଗଣାରେ କିପରି ଯାତାୟାତ କରିବେ ସେ ନେଇ ସେମାନଙ୍କୁ ପଞ୍ଜିକରଣ କରାଯିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଦେବା ଉପରେ ଜୋର ଦିଆ ଯାଇଥିଲା। ଏହି କାଯ୍ୟକର୍ମ ରେ ୨୨ଟି ଯାକ ପଂଚାୟତରୁ ହଜାର ହାଜର ଭିନ୍ନକ୍ଷମ ଯୋଗଦେଇଥିଲେ। କାଯ୍ୟକର୍ମରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ,ତହସିଲଦାର ଆଲୋକପ୍ରଧାନ,ବିଡିଓ ଅନିଲ କୁମାର ସେଠୀ ଓ ସମାଜସେବୀ ଶ୍ରୀ କୁଳମଣି ଶତପଥୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here