ହିଞ୍ଜିଳି ପୋଲିସର ଜୁଆ ଆଡା ଉପରେ ଚଢାଉ;୧୧ଜୁଆଡି ଗିରଫ

0
383

ହିଂଜିଲିକାଟୁ(ହିମାଂଶୁ ବେହେରା) ଆଗକୁ କୁମାର ପୂର୍ଣ୍ଣମା ଆସୁଥିବା ବେଳେ ହିଞ୍ଜିଳି ଥାନା ର ବିଭିନ୍ନ ଗ୍ରାମ ରେ ସକ୍ରିୟ ହେଲେଣି ଜୁଆଡି l ଏହି ଜୁଆଡି ମାନ ଙ୍କୁ ସାବାଡ଼ କରିବା ପାଇଁ ହିଞ୍ଜିଳି ପୋଲିସ ବିଭିନ୍ନ ଗ୍ରାମ ର ଜୁଆ ଆଡା ଉପରେ ଚଢ଼ାଉ ଜାରି ରଖିଥିବା ବେଳେ l ଆଜି ହିଞ୍ଜିଳି ଥାନା ଅନ୍ତର୍ଗତ ଲଷ୍ମୀପୁର ଗ୍ରାମ ରେ ଚାଲିଥିବା ଏକ ବଡ଼ଧରଣ ର ଜୁଆ ଆଡା ଉପରେ ଚଢାଉ କରି 11 ଜୁଆଡି କୁ ଗିରଫ କରିବା ସହିତ ନଗତ 1ଲକ୍ଷ 13ହଜାର 430 ଟଙ୍କା ଓ ତାସ ଜବତ କରିଥିବା ହିଞ୍ଜିଳି ଥାନା ସୂତ୍ରରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here