୫ ଭଞ୍ଜ ଟ୍ରଫି ଫୂଟବଲ ଉଦଘାଟନ

0
676

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁର): ଭଞ୍ଜନଗର ଫୁଟବଲ ସଂଘ ପକ୍ଷରୁ ସବ ଭାରତୀୟ ଫୂଟବଲ ତୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି ।ଏଥିରେ 8ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତନରଡା IRB କମାଣ୍ଡର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ ଦଳର ଖେଳାଳୀ ମାନକୁ ଶୁଭେଚ୍ଛା ଜଣେଇବା ସହ ହାତ ମିଳାଇ ଥିଲେ। ଆଜିର ପ୍ରଥମ ମ୍ୟାଚ ମରାଠା ଇଲେବେଂନ ଭଞ୍ଜନଗର ଓ united ସ୍ପୋଟ୍ସ କ୍ଲବ ବରଗଡ ମଧ୍ୟରେ ହୋଇ ଥିଲା। ଏଥିରେ ମରାଠା ଇଲେବେନ୍ ଭଞ୍ଜନଗର ୩.୦ରେ ବିଜୟ ହାସଲ କରିଛି। ଏହି ତୁର୍ଣ୍ଣାମେଂଟ ଆସନ୍ତା16 ତାରିଖ ପର୍ଯ୍ୟନ୍ତ ଚାଲିବ।

LEAVE A REPLY

Please enter your comment!
Please enter your name here