C.I.D ଏବଂ CB ର ସମ୍ବର୍ଧନା ଉତ୍ସବ

0
556

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ଦୋଷୀ ସାବ୍ୟସ୍ତ କରିବା କ୍ଷେତ୍ରରେ CID କ୍ରାଇମବ୍ରାଞ୍ଚ ଓଡିଶା ,ଏକ ନୋଡାଲ ସଂସ୍ଥା ଭାବରେ କାର୍ଯ୍ୟ କରି ଆସୁଛି I ଯେଉଁ କ୍ଷେତ୍ରରେ ଏହି ସଂସ୍ଥାର ପଦକ୍ଷେପ ଅତୁଳନୀୟ ଏହି ଅନୁସନ୍ଧାନ କାରୀ ସଂସ୍ଥା କୁ ଆହୁରି ଶକ୍ତ ଓ ପ୍ରୋସ୍ଛାହିତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମୟ ସମୟରେ ଅଭିନନ୍ଦନ ଉତ୍ସବ ଆୟୋଜିତ କରି ସକ୍ଷମ ଅନୁସନ୍ଧାନ କରି ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଉଛି ଏଥି ମଧ୍ୟରୁ ନିଁମଲିଖିତ ୪୦ ଜଣ ଅଧିକାରୀମାନଙ୍କର କାର୍ଯ୍ୟ ପ୍ରଶଂସନୀୟ I
ଡିଜିପି ଓଡିଶା ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଉକ୍ତ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଲେ ସେ ତାଙ୍କ ବାର୍ତା ରେ CID କ୍ରାଇମବ୍ରାଞ୍ଚର କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରିଛନ୍ତି I ଏହି ସମ୍ବର୍ଧନା ସଭା ରେ ଏଡିଜିପି କ୍ରାଇମ ଶ୍ରୀ ସନ୍ତୋଷ ଉପାଧ୍ୟIୟ ଓ IGPକ୍ରାଇମ ,ଶ୍ରୀ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ I
୧.ଡ କନୱାର ବିଶାଳ ସିଂ , ips
୨. ଶ୍ରୀ ଗିରିଜା ଶଙ୍କର ଚକ୍ରବର୍ତୀ , UPD , ଭୁବନେଶ୍ୱର
୩. ଶ୍ରୀ ନିରଞ୍ଜନ କୁମାର ଧୀର , ପୋଲିସ ନିରୀକ୍ଷକ , ନୟାଗଡ
4. ଶ୍ରୀ ସୁରେନ୍ଦ୍ର କୁମାର ନାୟକ , ପୋଲିସ ନିରୀକ୍ଷକ , ଦେଓଗଡ
୫. ଶ୍ରୀ ଗୋପୀନାଥ ପ୍ରଧାନ , ପୋଲିସ ନିରୀକ୍ଷକ , ବୌଧ
୬. ଶ୍ରୀ ରୂପଧର ନାୟକ , ପୋଲିସ ନିରୀକ୍ଷକ ଦୁର୍ନୀତି ନିବାରଣ କକ୍ଷ , ଭୁବନେଶ୍ୱର
୭. ଶ୍ରୀ ପି ଶ୍ୟାମ ସୁନ୍ଦର ରାଓ , ପୋଲିସ ନିରୀକ୍ଷକ , କନ୍ଧମାଳ
୮.ଶ୍ରୀମତୀ ଅନୁପମ ସାହୁ , ପୋଲିସ ନିରୀକ୍ଷକ , ଦୁର୍ନୀତି ନିବାରଣ ,କଟକ ଅଂଶ
୯. ଯିନିମା ସାମଲ , ପୋଲିସ ଉପ ନିରୀକ୍ଷକ , ଯାଜପୁର
୧୦.ଶ୍ରୀ ପ୍ରିୟ ରଞ୍ଜନ ଶତପଥୀ , OPS , DSP , STF , ଭୁବନେଶ୍ୱର
୧୧. ଶ୍ରୀମତୀ ରିତାଞ୍ଜଳୀ ପ୍ରଧାନ , ପୋଲିସ ନିରୀକ୍ଷକ , ଦୁର୍ନୀତି ନିବାରଣ , ରାଉରକେଲା ଅଂଶ
୧୨. ଶ୍ରୀ ରଞ୍ଜନ କୁମାର ସାହୁ , ପୋଲିସ ନିରୀକ୍ଷକ , ମାଲକାନଗିରି
୧୩. ଶ୍ରୀ ସୁଧୀର କୁମାର ସାହୁ , ପୋଲିସ ନିରୀକ୍ଷକ , ନୂଆପଡା
୧୪. ଶ୍ରୀ ଯୁଗଳ କିଶୋର ଦାସ , ପୋଲିସ ଉପ ନିରୀକ୍ଷକ , ଅନୁଗୁଳ
୧୫. ଶ୍ରୀ ରଜନୀକାନ୍ତ ମିଶ୍ର , ପୋଲିସ ନିରୀକ୍ଷକ , ଜଗତସିଂହପୁର
୧୬. ଶ୍ରୀ ମୁକ୍ତି କୁମାର କୁଲୁ , ପୋଲିସ ନିରୀକ୍ଷକ , ମୟୁରଭଞ୍ଜ
୧୭. ଶ୍ରୀ ସଂଗ୍ରାମ କିଶୋର ପଟନାୟକ , ପୋଲିସ ନିରୀକ୍ଷକ , ବଲାଙ୍ଗୀର
୧୮. ଶ୍ରୀ ରଂଜିତ ନାୟକ , ଡେପୁଟି S . P , ହ୍ରପିସି
୧୯. ଶ୍ରୀ ଅଭିମନ୍ୟୁ ନାୟକ , ପୋଲିସ ନିରୀକ୍ଷକ , ପୁରୀ
୨୦. ଶ୍ରୀ ଆଲୋକ ରଞ୍ଜନ ଜଗଦଳ , ପୋଲିସ ଉପ ନିରୀକ୍ଷକ , ଗଜପତି
୨୧. ଶ୍ରୀ ପ୍ରୀତି ମଞ୍ଜରୀ ମେଁଦୁଲି , ପୋଲିସ ନିରୀକ୍ଷକ , PTC , ଅନୁଗୁଳ
୨୨. ଶ୍ରୀ ମାନସ ରଞ୍ଜନ ବାରିକ , ପୋଲିସ ନିରୀକ୍ଷକ , ରୁଗୁଡ଼ି ଥାନା , କେଉଁଝର
୨୩. ଶ୍ରୀ ସ୍ବପ୍ନ ରଞ୍ଜନ ମହାପାତ୍ର , OPS , SDPO , ଉଦଳା , ମୟୁରଭଞ୍ଜ
୨୪. ଶ୍ରୀ ମଡ଼କର ସନ୍ଦୀପ ସଂପତ , IPS , SP , CID , CB
୨୫. ଶ୍ରୀ ଗୌରହରି ସାହୁ , ପୋଲିସ ନିରୀକ୍ଷକ , ଦମନଯୋଡି , କୋରାପୁଟ
୨୬. ସୁଜ୍ଞାନୀ ସାହୁ , ପୋଲିସ ନିରୀକ୍ଷକ , ରାୟଗଡା
୨୭. ସଂଜୀବ ରଣାବଇନ୍ସ ,ପୋଲିସ ଉପ ନିରୀକ୍ଷକ , ରାୟଗଡା
୨୮.ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ପୋଲିସ ଉପ ନିରୀକ୍ଷକ , EOW , ଭୁବନେଶ୍ୱର
୨୯.ଶ୍ରୀ ସୁଶାନ୍ତ କୁମାର ପ୍ରଧାନ , ପୋଲିସ ଉପ ନିରୀକ୍ଷକ , ଗଂଜାମ
୩୦. ଶ୍ରୀମତୀ ମନୋରମା ବାରିକ , ପୋଲିସ ଉପ ନିରୀକ୍ଷକ , ବାଲେଶ୍ୱର
୩୧. ଶ୍ରୀ ସଦାନନ୍ଦ ବାରିକ , ପୋଲିସ ଉପ ନିରୀକ୍ଷକ , ସିନାପୁର , ନୂଆପଡା
୩୨. ବିଉଟି ମହାନ୍ତି , ପୋଲିସ ଉପ ନିରୀକ୍ଷକ ପୋଲସରା ଥାନା , ଗଂଜାମ
୩୩. ଶ୍ରୀମତୀ ସୁଜାତା ଖମାରି , ପୋଲିସ ଉପ ନିରୀକ୍ଷକ , ଭଦ୍ରକ
୩୪. ଶ୍ରୀମତୀ ଅନିତା ସାହୁ , ପୋଲିସ ନିରୀକ୍ଷକ , UPD , କଟକ
୩୫. ଶ୍ରୀମତୀ ସରିତା ତ୍ରିପାଠୀ , ପୋଲିସ ନିରୀକ୍ଷକ , ଦୁର୍ନୀତି ନିବାରଣ , ଭୁବନେଶ୍ୱର ଅଂଶ
୩୬. ଶ୍ରୀ ତ୍ରିଲୋଚନ ବେହେରା , ପୋଲିସ ଉପ ନିରୀକ୍ଷକ , କେନ୍ଦ୍ରାପଡା
୩୭. ଶ୍ରୀ ସନ୍ତୋଷ କୁମାର ଜେନା , ପୋଲିସ ନିରୀକ୍ଷକ , ରାଉରକେଲା
୩୮. ଶ୍ରୀ ପ୍ରଶାନ୍ତ କୁମାର ଜେନା , ପୋଲିସ ଉପ ନିରୀକ୍ଷକ , ବାଲେଶ୍ୱର
୩୯. ଶ୍ରୀମତୀ ପ୍ରତିଭା ମଞ୍ଜରୀ ସାହୁ , ପୋଲିସ ଉପ ନିରୀକ୍ଷକ , କେଉଁଝର
୪୦. ଶ୍ରୀ ଜୟଦେବ ବିଶ୍ୱଜିତ , ପୋଲିସ ନିରୀକ୍ଷକ , UPD , ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here