କୁକୁଡାଖଣ୍ଡିରେ ନୂତନ ଏଟିଓ ଙ୍କ ଯୋଗଦାନ।

0
703

କୁକୁଡାଖଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁକୁଡ଼ାଖଣ୍ଡି ତହସିଲରେ କାର୍ଯ୍ୟାଳୟରେ ନୂତନ ଭାବେ ଜଣେ ନୂତନ ଯୁବ ଓଏଏସ୍ ଅଧିକାରୀ ଙ୍କୁ କୁକୁଡାଖଣ୍ଡି ତହସିଲର ଅତିରିକ୍ତ ତହସିଲଦାର ଭାବେ ଅବସ୍ତାପିତ କରିଛନ୍ତି ରାଜ୍ୟ ସରକାର। ଅତିରିକ୍ତ ତହସିଲଦାର ଅମ୍ବ୍ରିତ ମହାନ୍ତି ପୂର୍ବରୁ ପୁରୀ ରେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ କୁକୁଡ଼ାଖଣ୍ଡି ତହସିଲରେ ଯୋଗଦେବାପରେ ତହସିଲରେ ସ୍ଥଗିତ ଥିବା ସମସ୍ତ ପଟ୍ଟା ସାରିବା ସହ ଲୋକଙ୍କୁ ସେବା ଯୋଗାଇଦେବାକୁ ପ୍ରତିଶ୍ରୂତି ବଦ୍ଧ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here