ମୁଣ୍ଡୁଳା ଠାରେ ଶ୍ରୀଅରବିନ୍ଦପୁଣ୍ଣଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

0
574

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବେଗୁନିଆ ପଡା ବ୍ଳକ ଅନ୍ତର୍ଗତ ଚ଼ନ୍ଦନପୁର ପଞ୍ଚାୟତର ମୁଣ୍ଡଳାଠାରେ ଶ୍ରୀ ଅରବିନ୍ଦପୁଣ୍ଣଙ୍ଗଶିକ୍ଷାର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏଥିରେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ସାଧକ ଭାଗିରଥି ମହାପାତ୍ର ଯୋଗ ଦେଇ ପୁଣ୍ଣଙ୍ଗ ଶିକ୍ଷା କିପରି ସମାଜର ହିତକାମରେ ଲାଗେ ସେ ଉପରେ ଆଲୋଚ଼ନା କରିଥିଲେ । ଅନ୍ୟ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଶଶଧର ବେହେରା, ଲକ୍ଷ୍ମୀ ଅପା, ଲଲାଟେନ୍ଦୁ ଭାଇ ଯୋଗଦେଇଥିଲେ ବିଦ୍ୟାଳୟ ର ପ୍ରତିଷ୍ଠାତା ସୁରେନ୍ଦ୍ର ପ୍ରଧାନ ବିବରଣି ପଠନ କରିଥିଲେ ଏବଂ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଫୁଲ ଦ୍ଭାଇ ଧନ୍ୟବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here