ସଟଡାଉନର ଦ୍ୱିତୀୟ ଦିନରେ ଖାଁ ଖାଁ ରାସ୍ତାଘାଟ

0
243

ବେଗୁନିଆପଡ଼ା(ନ୍ୟୁଜଏକ୍ସଟ୍ରା) ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସପ୍ତାହର ଦୁଇ ଦିନ ସଟଡ଼ାଉନ ଘୋଷଣା କରିଛନ୍ତି । ଆଜି ହେଉଛି ଦ୍ୱିତୀୟ ଦିନରେ ବେଗୁନିଆପଡ଼ା ଓ କୋଦଳାରେ କଡାକଡି ଭାବେ ଲାଗୁ କରାଯାଉଛି ସଟଡ଼ାଉନ । ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ସହ ବ୍ୟବସୟିକ ପ୍ରତିଷ୍ଠାନ ସବୁକିଛି ଶୁନଶାନ ରହିଥିବା ଦେଖିବାକୁ ମିଳିଛି। କେବଳ ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା ସଂସ୍ଥା ଗୁଡିକ ଖୋଲା ରହିଛି। ପ୍ରମୁଖ ଛକ ଗୁଡିକରେ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ଯାତାୟାତ କରୁଥିବା ଜନସାଧାରଣ ଓ ଗାଡି ମୋଟର ଆଦି ଯାଞ୍ଚ କରାଯାଉଛି।

LEAVE A REPLY

Please enter your comment!
Please enter your name here