ନୁତନ ବି.ଡି.ଓ ଙ୍କ ଦାୟିତ୍ଵ ଗ୍ରହଣ

0
764

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ବେଗୁନିଆପଡା ବ୍ଳକ ର ନ୍ବତନ ବି.ଡ଼ି.ଓ. ଦ୍ଭାବେ ଶ୍ରୀ ବେଦବର ପ୍ରଧାନ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ଵ ରେ ଥିବା ବି.ଡି.ଓ. ପ୍ରଦିପ କୁମାର ପଣ୍ଡା ଶ୍ରୀ ପ୍ରଧାନ ଙ୍କୁ ଦାୟୀତ୍ଵ ହସ୍ତାନର କରିଥିଲେ । ଶ୍ରୀ ପ୍ରଧାନ ଏହା ପୂର୍ବରୁ ରାୟାଗଡା ଜିଲ୍ଲା କାଶିପୁର ବ୍ଳକରେ ସୁଚାରୁ ରୁପେ କାଯ୍ୟ ସମ୍ପାଦନ କରିଥିଲେ । ଶ୍ରୀ ପ୍ରଧାନ ବ୍ଳକ ପରିସର ରେ ପହଞ୍ଚିବା ପରେ ବ୍ଲକ କର୍ମଚାରୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସ୍ଵାଗତ୍ କରାଯାଇଥିଲା ଗାଁସାଥି ସଙ୍ଘ ବେଗୁନିଆ ପଡ଼ା ତରଫରୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା । ଶ୍ରୀ ପ୍ରଧାନ କାର୍ଯ୍ୟଭାର ଗ୍ରହଣ ପରେ ବ୍ଲକ ର ଅଗ୍ରଗତି ଶିର୍ଷରେ ପହଞ୍ଚିବ ବୋଲି ବୁଧି ଜିବି ମାନେ କଥାବାର୍ତ୍ତା କରୁଛନ୍ତି

LEAVE A REPLY

Please enter your comment!
Please enter your name here