ତଳେ ପଡ଼ିଯାଇ ବୃଦ୍ଧ ଗୁରୁତର ଆହତ

0
403

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଯୋଗୀମାରି ଗ୍ରାମର ଚରଣ ରାଉତ(୭୭) ଆଜି ସକାଳ ସମୟରେ ମଣିଗିୱାକ କରିବାକୁ ଯାଇଥିବା ବେଳେ ଫେରିବା ବେଳକୁ ହଠାତ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁହଁ ଓ ଆଖି ରେ ଗଭୀର ଭାବରେ ଆଘାତ ଲାଗିଥିଲା। ଗ୍ରାମବାସୀ ଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯିବା ପରେ ଏକ ଅଟୋ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ଅଣାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here