ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀୟ ଯୁବକ ସଂଘ ପକ୍ଷରୁ ସମ୍ମାନୀତ ।

0
607

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ସମାଜସେବା ଏବଂ ଜନସାଧାରଣଙ୍କ ସୁଖ ଦୁଃଖ ରେ ସାମିଲ୍ ହେବା, ଉତ୍ତମ ବ୍ୟବହାର ସମସ୍ତ ଙ୍କୁ ସମାନ ଦୃଷ୍ଟି ରେ ଦେଖିବା ଏବଂ ଜଣେ ସୁକାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଡିସେମ୍ବର ୩୦ ତାରିଖ ଦିନ ଆଇ.ୱାଇ.ଏ ଷ୍ଟାର ଆୱାର୍ଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବେଗୁନିଆପଡ଼ା ବ୍ଳକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ପଣ୍ଡା ଙ୍କୁ ବେଷ୍ଟ ସର୍ଭିସ୍ ଆୱାର୍ଡ ସମ୍ମାନରେ ତାଙ୍କୁ ଆଜି ଆମ ଗଞ୍ଜାମ ଜିଲ୍ଲା କ୍ରାଇମ୍ ପ୍ରତିନିଧି ଟୁକୁନା ପ୍ରଧାନ ଏବଂ ଅନ୍ୟମାନେ ଉପସ୍ଥିତ ରହି ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ ।

LEAVE A REPLY

Please enter your comment!
Please enter your name here