କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମ।ଉଜର୍ ଦେଖ।ଇ ଭତ୍ତା ଟଙ୍କା ଲୁଟିଲେ ଦୁର୍ବୃତ୍ତ

0
580

 

ଗଞ୍ଜାମ(ନ୍ୟୁଜ୍ଏକ୍ସଟ୍ର। ବ୍ୟୁରୋ) :  ଦିନ ଦ୍ୱିପହରରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଓ ମୋଟର ସାଇକେଲ ଲୁଟ୍ର ସିକ।ର୍ ହୋଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି । ଆଜି ସକାଳେ ଅରଖପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି ନିଜ ମୋଟର ସାଇକେଲରେ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଯାଉଥିବା ବେଳେ ଅରଖପୁର ଗାଁ ପୂର୍ବରୁ ତିନି ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି କାଶୀନାଥକୁ ମ।ଉଜର୍ଅ ଦେଖାଇ ଅଟକାଇଥିଲେ । ପରେ ମାଡ଼ମାରି ଭତ୍ତା ଟଙ୍କା ପ୍ର।ୟ ୧୨ ହଜାର  ଓ ଅନ୍ୟାନ୍ୟ ସରକାରୀ କାଗଜ ପତ୍ର  ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏନେଇ କାର୍ଯ୍ୟ ନିର୍ବାହୀ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଖବର ପାଇ ଘଟଣାର ତଦନ୍ତ କରିବ। ପ।ଇଂ ଏକ ଟିମ୍ ଗଠନ କରିଛି ।

LEAVE A REPLY

Please enter your comment!
Please enter your name here