ଗୋପ।ଳପୁର ପୋଲିସ ଦ୍ୱ।ର। ୩ବର୍ଷର ବ।ଳକ ଉଦ୍ଧ।ର

0
582

ଗୋପାଳପୁର 🙁 ନ୍ୟୁଜ୍ଏକ୍ସଟ୍ର।)  ଗୋପାଳପୁର ବେଳାଭୂମି ନିକଟରେ , ବ।ଳକ ଟି ନିଜ ସମ୍ପର୍କୀୟଙ୍କ ସହ ରବିବାର ଗୋପାଳପୁର ବୁଲି ଯାଇଥିବା ବେଳେ କେଉଁଆଡ଼େ ଚାଲିଯାଇଥିଲ, ଦିର୍ଘ ସମୟ ଧରି ତାଙ୍କ ସମ୍ପର୍କୀୟ ମାନେ ଖୋଜ। ଖୋଜି କରିବ। ପରେ ମଧ୍ୟ ବ।ଳକ ଟିକୁ ପାଇନଥିଲେ, ଠିକ୍ ସମୟରେ ଥାନାଧିକାରୀ  ତାଙ୍କ ପୋଲିସ ଟିମ୍ ଖୋଜାଖୋଜି କରିବା ପରେ ଉକ୍ତ ବ।ଳକ ଟିକୁ ସମୁଦ୍ର କୁଳ  ପାଖରେ କାନ୍ଦୁଥିବାର ଦେଖି ତାକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ । ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ସ୍ଥାନୀୟ ଜନସାଧାରଣ ଥାନା ଅଧିକାରୀଙ୍କର ଏହିପରି କ।ର୍ଯ୍ୟକୁ ପ୍ରସଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here