କୋଦଳା ପୁଲିସ ପକ୍ଷରୁ ଜୁଆ ଅଡ୍ଡା ଚଢ଼ାଉ, ସାତ ୭ ଗିରଫ l

0
757

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :କୋଦଳା ପୁଲିସ ଏକ ଜୁଆ ଆଡା ଉପରେ ଚଢ଼ାଉ କରି ସାତଜଣ ଯୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଓ ଏଗାର ହଜାର ଚାରି ଶହ ଅଶୀ ଟଙ୍କା ଜବତ କରିଛି l ସାତନଳ ଛକ ନିକଟସ୍ଥ ଠାକୁରାଣୀ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିବା ଖବର ପାଇ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କ ନେତୃତ୍ୱରେ କୋଦଳା ପୁଲିସ ଚଢ଼ାଉ କରିଥିଲା l କେସ ନଂ ୨୭୦ /୧୯ ମାମଲା ରୁଜୁ କରି ସେମାଙ୍କୁ କୋର୍ଟ ଫରୱାର୍ଡ଼ କରାଯାଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here