ଟାଇକୋଣ୍ଡୋ ପ୍ରତଯୋଗୀଙ୍କୁ ନେଇ କଲର ବେଲ୍ଟ ଟେଷ୍ଟ ପ୍ରତିଯୋଗିତା।

0
721

(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅନୁଗୋଳ ଜିଲ୍ଲାର ଟାଇକୋଣ୍ଡୋ ଆସୋସିଏସନ ଆନୁକୂଲ୍ୟରେ ତାଳଚେରସ୍ଥିତ ଦେଉଳବେଡା ମଙ୍ଗଳମ କ୍ଳବ ପରିସରରେ ୮୦ ଜଣରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ ନେଇ କଲର ବେଲ୍ଟ ଟେଷ୍ଟ ଚୟନ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ତଥା ସମାଜସେବୀ ସ୍ମିତା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ,ସଂମାନିତ ଅତିଥି ଅଶୋକ କୁମାର ଧଳଙ୍କ ସହ ଜି.ଏମ ଲିଙ୍ଗରାଜ, ଅଜୟ କୁମାର ଦେହୁରୀ ଏବଂ ମ୍ୟାନେଜର ପ୍ରୋଜେକ୍ଟସ ଲିଙ୍ଗରାଜ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here