ସୁମଣ୍ଡଳ ରେ ଜଳିଗଲା ନଡିଆ ଗଛ

0
268

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ରେ ଆଜି ସନ୍ଧ୍ୟାରେ ବଜ୍ରପାତ ଘଟି ଜଗନ୍ନାଥ ମନ୍ଦିର ନିକଟରେ ଥିବା ଜୈନକ ବ୍ୟକ୍ତିଙ୍କ ଗୋଟିଏ ନଡିଆ ଗଛ ଜଳି ଯାଇଛି । ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଅଚାନକ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ଘଟିବାରୁ ନଡ଼ିଆ ଗଛଟି ଜଳି ଯାଇଛି ।

LEAVE A REPLY

Please enter your comment!
Please enter your name here