ସତ୍ୟଙ୍କ ସେଣ୍ଡ ଏନିମେସନ୍ ଆଡିସନାଲ୍ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରଶଂସିତ

0
267

ବ୍ରହ୍ମପୁର: ସତ୍ୟ ନରାୟଣ ମହାରଣାଙ୍କ ଚୈତ୍ର ମାସ ମଙ୍ଗଳବାର ଅବସରରେ ବିମୋଚିତ୍ ମା ତାରା ତାରିଣୀ ସେଣ୍ଡ ଏନିମେଶନ କୁ ଓଡ଼ିଶା ସରକାରଙ୍କ ଆଡିସନାଲ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ସାହୁଙ୍କ ବ୍ରହ୍ମପୁର ଗସ୍ତ ଅବସରରେ ସତ୍ୟ ମହାରଣା ଙ୍କୁ ଭେଟି ସବୁ ବିଶ୍ଵ ସ୍ତରରେ ପ୍ରଶଂସିତ କଳା କୃତି କୁ ଦେଖିବା ସହ ସେଣ୍ଡ ଏନିମେଶନ କୁ ଉଚ୍ଚ ପ୍ରଶଂସା କରିଥିଲେ।
ସତ୍ୟ ନାରାୟନ ମହାରଣା ନିଜ କଳା କୁ ଶ୍ରୀ ସାହୁଙ୍କ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରମୋଦ ପଣ୍ଡା, ରାମ ପ୍ରସାଦ ତ୍ରିପାଠୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here