୬ ଜୁଆଡି ଗିରଫ, ୫୦ ହଜାର ଶହେ ଟଙ୍କା ଜବତ

0
366

ରମ୍ଭା: ଗଞ୍ଜାମ ଜିଲ୍ଲା ରମ୍ଭାରେ ଜୁଆଡି ଗିରଫ ଟଙ୍କା ଜବତ । ରମ୍ଭା ଥାନା ପୋଲିସ ରମ୍ଭା ପନ୍ଥ ନିବାସ ଛକ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଘଟଣା ସ୍ଥଳରୁ ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୦ ହଜାର ଶହେ ଟଙ୍କା ଜବତ କରିଛି । ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ତତ୍ୱବିଧାନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here