ଉଜ୍ଜଳପଲ୍ଲୀରେ ଅଗ୍ନିକାଣ୍ଡ

0
442

ବେଗୁନିଆପଡା: ଏହି ବ୍ଲକ ଅନ୍ତର୍ଗତ ଏସ ଛଚିନା ପଞ୍ଚାୟତର ଉଜ୍ଜଳପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡରେ ରବୀନ୍ଦ୍ର ସେଠୀଙ୍କର ଘର ପୋଡିଯାଇଥିବା ବେଳେ ବିଭିନ୍ନ ଅସବାବ ପତ୍ର ସହ ମୂଲ୍ୟବାନ ଜିନିଷ ମଧ୍ୟ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ କୋଦଳା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here