ଜି କେ ଏସ ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

0
248

ବେଗୁନିଆପଡା: ଏହି ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ସ୍ଥିତ ପଂଚାୟତ ସଭାଗୃହ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟଙ୍କ ନିମନ୍ତେ ଏକ ଦକ୍ଷତା ବୃଦ୍ଧି ସମ୍ପର୍କିତ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ଆୟୁଷ ବିଭାଗ ଡାକ୍ତର ଡା ସଞ୍ଜୟ କୁମାର ସାହୁ, ଏ ଏନ ଏମ ସିନେମା ନାଥ, ଚିଙ୍ଗୁଡ଼ିଖୋଲ ସରପଞ୍ଚ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କ ସହ ବିଭିନ୍ନ ସ୍ବେଛାସେବୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here