ଗାନ୍ଧୀ ଜୟନ୍ତି ଅବସରରେ ଖଲ୍ଲିକୋଟ ମେଡ଼ିକାଲରେ ସ୍ୱଚ୍ଛତା ପକ୍ଷ ପାଳିତ

0
237

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ମେଡ଼ିକାଲରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ପାଳିତ ହୋଇଯାଇଛି ସ୍ୱଚ୍ଛତା ପକ୍ଷ । ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ଗନ୍ତାୟତଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ମେଡ଼ିକାଲ ପରିସର କୁ ସଫା ସୁତୁରା କରିଥିଲେ ଏବଂ ମେଡ଼ିକାଲ କୁ ସଫା ରଖିବା ପାଇଁ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ମେଡ଼ିକାଲ ପରିସରରେ ଚାରା ରୋପଣ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here