ମିଶ୍ରଣ ପର୍ବ ତେନ୍ତୁଳିଖୁଣ୍ଟି

0
348

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ତେନ୍ତୁଳଖୁଣ୍ଟି ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଇନ୍ଦ୍ରାବତି ଓ ତେନ୍ତୁଳଖୁଣ୍ଟି ବ୍ଲକର ୪୫୦ରୁ ଉର୍ଦ୍ଧ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ୍ କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ୍ ହେଲେ
ଏହି ବିଶାଳ ମିଶ୍ରଣ ପର୍ବରେମାନ୍ୟବର କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା , ନବରଙ୍ଗପୁର ଜିଲ୍ଲା ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ , ମାନ୍ୟବର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରାଧନୀ , ଡ଼ାବୁଗାଁ ବିଧାୟକ ମନହର ରନ୍ଧାରି ବରିଷ୍ଟ ବିଜେଡ଼ି ନେତା ଅର୍ଜୁନ ତ୍ରିପାଠୀ , ବିଜେଡ଼ି ଜିଲ୍ଲା ସଂଯଜକ ପ୍ରମୋଦ କୁମାର ପାଢ଼ୀ , ଜିଲ୍ଲା ବିଜୁ ଯୁବ ସଭାପତି ଶିବା ବିଷୋୟୀ ଜିଲ୍ଲା ବିଜୁ ଛାତ୍ର ସଭାପତି ସୁଧାଂଶୁ ଦାସ ଓ ଅନ୍ୟାନ୍ୟ ବିଜେଡ଼ି କର୍ମକର୍ତ୍ତା ଭାଇ ଓ ଭଉଣୀମାନେ ଉପସ୍ଥିତ ରହିଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here