ବଜ୍ରାଘାତରେ ଗୋଟିଏ ମଇଁଷି ମୃତ

0
348

କୋଦଳା: ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଅଦିନିଆ ମେଘ, ପବନ ସହ ବଜ୍ରାଘାତ ହୋଇଥିଲା ଫଳରେ ବଜ୍ରାଘାତ ଯୋଗୁଁ ଗୋଟିଏ ମଇଁଷି ର ଜୀବନ ଯାଇଛି । ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମର ବିଲ ମାଳେ ଏହି ଅଘଟଣ ଘଟିଛି ।ମଇଁଷି ଗୋଠ ତଦାରଖ କରୁଥିବା ଗୌଡ ବିଲ ମାଳେ ଚରାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ମୃତ ମଇଁଷି ଟି ଟୁନା ସୁମନ୍ତରାୟ ଙ୍କ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here