ସ୍ପେତ (NGO) ଦ୍ଵାରା ଏକତାମଞ୍ଚ ପକ୍ଷରୁ ୪୫ ଜଣ ବିଧବା ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

0
410

*
ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ୫ ଟି ଗ୍ରାମ ପଞ୍ଚାୟତ ଜୁନାପାଣି ,ଘଡାଖୁଣ୍ଟା,ଯୋବାଗୁଡା, ବଡ଼ଓଲମା,ଓ ମେଦନା,ର ୪୫ ଜଣ ଙ୍କ କରୋନା ମହାମାରୀର, ଦ୍ବିତୀୟ ଲହରି ନିଜର କାୟା ବିସ୍ତାର କରି ଭାରତରେ ସମସ୍ତ ରାଜ୍ୟ ଗୁଡ଼ିକୁ କ୍ଷତାକ୍ତ କରିଥିବାରୁ। ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ବିଭିନ୍ନ ରାଜ୍ୟ ରେ କୋଭିଡ କଟକଣା କୁ କଡାକଡି କରିବା ସହିତ ଲକ ଡାଉନ୍ ସଟ୍ ଡାଉନ୍ ବ୍ୟବସ୍ଥା କରାଯାଇଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏଥିପାଇଁ ଗରିବ ଅସହାୟ ଓ ବିଧବା ମହିଳା ମାନେ ନିଜ ନିଜ ପରିବାର ଚଳାଇବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଗୃହ ସଂଗରୋଧ ରହୁଥିବା ଗରିବ ଅସହାୟ ପରିବାର କୁ ପ୍ପେତ,ନାମକ ଏନ୍,ଜିଓ ତରଫରୁ ଶୁଖିଲା ଖାଦ୍ୟ ଯଥା ଚାଉଳ , ଡାଲି, ବଡ଼ି, ଚୁଡ଼ା,ଚିନି,ମାସ୍କ ସାବୁନ ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଗଲା ,ଓ କରୋନା ମହାମାରି ଉପରେ ସଚେତନର ବାର୍ତ୍ତା ଦିଆଯାଇଛି । ଏହି ସବୁ ସାମଗ୍ରି ବଣ୍ଟନ କରିବାର ସ୍ପେତ,ର କର୍ମ ଚାରି କ ନାମ ଡମ୍ବରୁଧର ମାଝି, ଅରବିନ୍ଦ ନାୟକ, ପର୍ଶୁରାମ ଶବର , କୁମର ହରିଜନ,ମହେଶ,ଲାଲ ହରିଜନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ‌‌।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here