ଗୋଶାଣୀନୂଆଗାଁ ପୋଲିସ ଦ୍ୱାରା ୩୪ କିଲୋ ଗଞ୍ଜେଇ ଜବତ

0
658

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଗୋଶାଣୀନୂଆଗାଁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ୩୪ କିଲୋଗ୍ରାମ ଗଞ୍ଜେଇ ୩ଟି ଟ୍ରଲି ବେଗରେ ଭର୍ତି ହୋଇ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରୁ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛି | ଅଭିଯୁକ୍ତ ଦୁଇଜଣ ଦିଗପହଣ୍ଡି ଅଞ୍ଚଳର ସିମାଞ୍ଚଳ ପାତ୍ର ଏବଂ ଶିବପ୍ରସାଦ ବେହେରା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି | ଏହାକୁ ନେଇ ଗୋଶାଣୀନୂଆଗାଁ ପୋଲିସ ଥାନାରେ କେଶ ରୁଜୁ କରାଯାଇଛି |

LEAVE A REPLY

Please enter your comment!
Please enter your name here