ଡକାୟିତ ଯୋଜନା କରୁଥିବା ୪ ଯୁବକ ଗିରଫ

0
256

ଆସିକା: ଗଂଜାମ ଜିଲ୍ଲା ଆସିକା ପୋଲିସ ଦ୍ୱାରା ଡକାୟତି ଯୋଜନା କରୁଥିବା ଚାରି ଜଣ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ମାନଙ୍କ ଠାରୁ ମାଉଜର ର ଖଣ୍ଡା କାତି ବୋମା ଓ ଦୁଇ ମୋଟରସାଇକେଲ ସହିତ ଡକାୟତି ରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ବେଳେ ଚାରୀମାଇଲ ନିକଟ ଦାଶନାପଲି ବିଶ୍ରାମଗାର ରେ ଡକାୟତ ପାଇଁ ଯୋଜନା ବେଳେ ଆଜି ପୋଲିସ ଗିରଫ କରିଛି । ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଥିବାର ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here